ରବିବାର ଶ୍ରୀଅନନ୍ତବାସୁଦେବ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ

ପୁରୁଣା ଭୁବନେଶ୍ବର : ଆସନ୍ତା ୧୯ ତାରିଖ ରବିବାର ଦିନ ପବିତ୍ର ପର୍ବ ଅନନ୍ତ ବ୍ରତ ପାଳିତ ହେବ। କିନ୍ତୁ କରୋନା କଟକଣା ପାଇଁ ଚଳିତ ବର୍ଷ ବି ଭକ୍ତମାନେ ଏକାମ୍ର କ୍ଷେତ୍ରର ଶ୍ରୀଅନନ୍ତ ବାସୁଦେବ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ବିଧି ଅନୁସାରେ ମନ୍ଦିରରେ ସମସ୍ତ ନୀତିକାନ୍ତି ପାଳିତ ହେବ ଓ ବରାଦ ଅନୁସାରେ ଅବଢ଼ା ବିକ୍ରି ହେବ ବୋଲି ବ୍ରାହ୍ମଣ ନିଯୋଗ ପକ୍ଷରୁ କୁହାଯାଇଛି। ବ୍ରାହ୍ମଣ ନିଯୋଗ … Continue reading ରବିବାର ଶ୍ରୀଅନନ୍ତବାସୁଦେବ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ